STORYMIRROR

Manoja kumar Pattnayak

Others

3  

Manoja kumar Pattnayak

Others

ନବବର୍ଷ

ନବବର୍ଷ

1 min
152

ମୋ କଳାର କଳିରେ ସମାଜର କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରୁଛି କିଛି ଭୁଲ୍ ଥିଲେ କ୍ଷମା କରିବ ମୋ ସ୍ନେହର ଭାଇ ଭଉଣୀ ମାନେ ।

ଇଂରାଜୀର ଏହି ନବବର୍ଷ ଟିକୁ

     ଅଭିଷେକ କର ଆଡ଼ମ୍ବରରେ

ହିନ୍ଦୁ ନବବର୍ଷ ମନେ ନାହିଁ ତୁମ

      Zero night ପାଳ ଆମରି ଘରେ

ଲଜ୍ଜ୍ୟା ନାହିଁ ତୁମ ମୁହଁରେ

ଅଭିଷେକ କର ଆଡ଼ମ୍ବରରେ

ଅନ୍ୟର ସ୍ତ୍ରୀ ଟି ଭଲ ଲାଗେ ଯଦି

      ରଖ ପଛେ ତାକୁ ଛାତି ଭିତରେ

ନିଜ ସ୍ତ୍ରୀଟିକୁ ଘରୁ ପିଟି କାଢି

      ଲୋକ ହସା କର ଦାଣ୍ଡମଝିରେ

ନିଜ ସ୍ତ୍ରୀ ଯଦି ନିଜର ହେଲାନି

       ହେବ କି ପର ସ୍ତ୍ରୀ ନିଜର 

ସେଂହ ସର୍ଦ୍ଧା ଯେତେ ଅଜାଡ଼ି ଦେଲେ ବି

       ହେବନି କେବେ ବି ନିଜର 

       

ତମେ ବୁଝୁନ କାହିଁକି ଧନରେ

      ନିଜ ପରବଟି ମନେ ରଖିଥାଅ

ପାଳିବା ଉଲ୍ଲାସ ମନରେ

ଆଉ ଅଭିଷେକ ହେବ ଆଡ଼ମ୍ବରରେ

ଅଭିଷେକ ହେବ ଆଡ଼ମ୍ବରରେ...

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍