Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sarita Senapati

Others

3.1  

Sarita Senapati

Others

ନାଟଖଟିଆ କୃଷ୍ଣ

ନାଟଖଟିଆ କୃଷ୍ଣ

1 min
488


ହାଏ ଲୋ କୃଷ୍ଣ କଣ କଲା

ନନ୍ଦ ଅଗଣାରେ ଜନମ ନେଲା।।


ପ୍ରେମ ଲୀଳା ତା ନଟଖଟ

ଜନମରୁ ପରା ଭାରି ଅଝଟ।।


ଦେବକୀ ର ସାତ ସନ୍ତାନ

ଯମ କୋଳେ ଲେଖା ତାଙ୍କରି ନାମ।।


ବାସୁଦେବ ଅଷ୍ଟମ ପୁତ୍ର

ବନ୍ଦୀ ଶାଳୁ ସେଇ ହୋଇଲା ଜାତ।।


ଗୋପପୁରେ ବାଜେ ବଇଁଶୀ

ଆନନ୍ଦେ ଯଶୋଦା ମନ ନାଚୁଛି।।


କିଏ ସେ ଧନ କିଏ କୃଷ୍ଣ

ନନ୍ଦର ବଳା ସେ ରଙ୍କ ରତନ।।


ଗୋପିଙ୍କର ମନ ଉଚ୍ଛନ୍ନ

ଦେଖିବାକୁ ନୀତି କୃଷ୍ଣ ସପନ।।


ମା ଓ ମମତା ହୁଏ ବିକଳ

ଯଶୋଦା ଖୋଜଇ କରିବ କୋଳ।।


ଜନ୍ମାଷ୍ଟମୀ ଆଜି ପରବ

ସ୍ନେହ ଶରଧା ରେ ବନ୍ଧା ପଡିବ।।



Rate this content
Log in