STORYMIRROR

Sanjya Tripathy

Others

3  

Sanjya Tripathy

Others

ନାଟକ

ନାଟକ

1 min
187


ଫୁଲଟିଏ ଫୁଟିଲା“

ତାର ବାସ ଚହଟି ଗଲା

ସେ କଦରୀରେ ଝୁଥା ହେଲା

ଶର୍ବରୀ ମାୟାରେ ଅପରୂପା ହେଲା

ଦାହ ପାଇଁ ଛିନ୍ନ ବିଚ୍ଛିନ୍ନ ହେଲା

ଶେଷରେ ଝରା ଶେଫାଳୀଟିଏ ଝରିଗଲା ନାଟକର

ଅନ୍ତିମ ରୋଷଣୀ

ଉଦୁଉଦିଆ ଦି ପହର ଅସଂଭାଳ ଖରାରେ

ବୃନ୍ତଚ୍ୟୁତ ହେଲା ପୁଣି ଗୋଟିଏ ଫୁଲ

ମୌସୁମୀର ବିଦଗ୍ଧ ଫୁଲ ବନରେ ଏବେ ପ୍ରଶ୍ୟତ

ନିରବତା

ନିରବତା ନଷ୍ଟ ନୀଡର

ନିରବତା ନିଖୋଜ ଈଶ୍ୱରଙ୍କର ।

ଏବେ ମୁଁ ନିଇତି ଫୁଲ ଗଛରେ ପାଣି ଦେବି

ତାକୁ ସଯତ୍ନ ବର୍ଦ୍ଧିତ କରିବି

ଝରିବାକୁ ଦେବିନି ଫ୍ରାସଗିକତାର ଅସଂଲଗ୍ନ ବେଳାରେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍