Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

BANITA SAHU

Others

2  

BANITA SAHU

Others

ନାରୀ

ନାରୀ

1 min
190


ଝିଅଟିଏ ଜନ୍ମ ହେବା ଅନ୍ୟାୟ

ନା

ବିବାହ ବନ୍ଧନରେ ବାନ୍ଧିହେବା ଅନ୍ୟାୟ

ନା

ଯୌତୁକ ନିର୍ଯ୍ଯାତନରେ ଶିକାର ହେବା ଅନ୍ୟାୟ

ନା

ବନ୍ଧ୍ଯାବୋଲି ନିର୍ଯ୍ଯାତିତ ହେବା ଅନ୍ୟାୟ ।

କାହାରିକୁ କହିବ ତାର ଦୁଃଖ ?

ଜନ୍ମଦେବା ମାଁଙ୍କୁ

ନା

ପାଳନ କର୍ତ୍ତା ପିତାଙ୍କୁ

ନା

ଜୀବନ ସାଥି ସ୍ବାମୀଙ୍କୁ ।

କିଏ ଶୁଣିବ ତାର ଦୁଃଖ ?



Rate this content
Log in