Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

2  

Susil Pani

Others

ନାରୀ

ନାରୀ

1 min
133


ନାରୀ ରୂପେ ମା ହୋଇ ଶ୍ରଦ୍ଧା କରୁଅଛ ।

ନାରୀ ରୂପେ ସ୍ତ୍ରୀ ହୋଇ ପ୍ରେମରେ ମୋହୁଛ ।

ନାରୀ ରୂପେ ଭଗିନୀ ହୋଇ ସ୍ନେହ ଦେଉଅଛ।

ନାରୀ ରୂପେ କନ୍ୟା ହୋଇ ଭକ୍ତିଯେ କରୁଅଛ ।

ନାରୀ ରୂପେ ଦୂର୍ଗା ହୋଇ ମହା ଦୂର୍ଗତିରୁ ଉଧାରୁଛ ।

ନାରୀ ରୂପେ ଲକ୍ଷ୍ମୀ ହୋଇ ଅର୍ଣ୍ଣଦାତ୍ରୀ ବୋଲାଉଛ ।

ନାରୀ ରୂପେ ସରସ୍ଵତୀ ହୋଇ ବିଦ୍ୟା ପ୍ରଦାନ କରୁଛ।

ନାରୀ ରୂପେ କାଳି ହୋଇ ପାପିମାନଙ୍କୁ ନାସୁଛ।

ଧନ୍ୟ ତୁମେ ନାରୀ ରୂପେ ଜଗତ ଜନନୀ ।

ତୁମ ଚରଣରେ କୋଟି ପ୍ରଣିପାତ କରେ ଏ ଅଧର୍ମ ପୁଣି।।



Rate this content
Log in