ନାରୀ
ନାରୀ
1 min
378
ଆମେ ଜାଣୁ ତୁମେ ନାରୀ ମାନେ
ପୁରୁଷ ମାନଙ୍କୁ ବିମୋହିତ କର ,
ଅଙ୍ଗ ଭାଙ୍ଗି ଚାହାଣୀରେ
ପୁଣି ରେଶମୀ କେଶ ଆଉ
ଖିଲି ଖିଲି ହସରେ ।
ତୁମେ ନାରୀ ନୁହେଁ
କଳା ଯାଦୁ କର ପରି
ଆମ ମନକୁ ନିଅ କିଣି l
ନାରୀ ଆଉ ପୁରୁଷର ମିଳନ
କାହିଁ କେବେ ଠାରୁ ରହିଛି l
ଏକଥା ମୁଁ କହୁନି
ଜଣା ଶୁଣା ବିଜ୍ଞ ପଣ୍ଡିତ ମାନେ କହୁଛନ୍ତି l
ନାରୀ ଆଜି ପୁରୁଷକୁ
ବାଜରେ ଭାଉଚର ପରି
ପଇସା ଦେଇ କିଣୁଛି l
ନାରୀ ଆଜି କଳଙ୍କିନି ହେବାକୁ ଯାଉଛି
ସତ୍ୟ ଯୁଗର ନାରୀ ଆଉ
କଳି ଯୁଗର ନାରୀ ମଧ୍ୟରେ
ଅନେକ ତାରତମ୍ୟାୟ
ଦେଖିବାକୁ ମିଳୁଛି l
