STORYMIRROR

jagabandhu sahu

Others

3  

jagabandhu sahu

Others

ନାରୀ

ନାରୀ

1 min
132

ନାରୀ ତୁମେ ଅଟ ସ୍ନେହ ପ୍ରେମ ମୟୀ

    ମମତାର ପୂଜା ଫୁଲ

ଏଇ ଦୁନିଆଁରେ ତୋର କେତେ ରୂପ

    କିଏ ହେବ ତୋର ତୁଲ ।


ସ୍ରଷ୍ଟାଙ୍କୁ ସୁନ୍ଦର    ସୃଷ୍ଟି ଅନୁପମା

    ହୋଇଥାଏ ଏହି ନାରୀ

ଦୁଃଖ କଷ୍ଟ ସବୁ   ସହି ଯାଇଥାଏ

    ନାରୀ ବସୁନ୍ଧରା ପରୀ ।


ନାରୀ ନାରାୟଣୀ ଅମ୍ବିକା ରୁଦ୍ରାଣୀ

   ତୋ ପାଇଁ ସୁନ୍ଦର ଧରା

ତୁମରି ମାୟାକୁ   ବ୍ରହ୍ମା ବିଷ୍ଣୁ ଶିବ

    ଜାଣି ପାରନ୍ତିନି ପରା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ