STORYMIRROR

srikant behera

Others

2  

srikant behera

Others

ନାଗାର୍ଜୁନ ବେଶ

ନାଗାର୍ଜୁନ ବେଶ

1 min
112


ନାଗାର୍ଜୁନ ବେଶେ  ବଳିଆର ପାଶେ 

     ବସିବେ କାଳିଆ ସାନ୍ତ 

ପଚିଶ ବରଷ   କାଳିଆର ହସ 

     ଦେଖିବେ ପୁଣି ଭକତ ।।


ସୁନ୍ଦର ଲାଗିବ  ପଡିବ ଉଠିବ 

     ସାରା ଭାରତ ପୁଣି 

କରନାର ବଧ  ହୋଇଯିବ ସିଧ 

    ନାଗାର୍ଜୁନ ବେଶ ଶୁଣି ।।


ସେଥିପାଇଁ ଜଗା  ହେଇଛିରେ ଉଭା 

    ନୂଆ ବେଶ ଧାରଣରେ 

ହୁଳହୁଳି ଦିଅ   କୃଷ୍ଣ ରାମ କୁହ 

    ଦୁଃଖ ହଟୁ ଭାରତରେ 

    ଦୁଃଖ ହଟୁ ଭାରତରେ ।।


ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ 

     ଭବ ତୁମେ ଭବ ତୁମେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍