Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prajna Paramita Mohanty

Others

4  

Prajna Paramita Mohanty

Others

ନା' ନା' ର ନାରା

ନା' ନା' ର ନାରା

1 min
219


ନା ଇଚ୍ଛା, ନା ଆଗ୍ରହ

  ନା ଆକାଂକ୍ଷା, ନା ମୋହ

ନା ଆନନ୍ଦ, ନା ଲୁହ

  ନା ନିଃଶ୍ଵାସ, ନା କୋହ |


ନା ସାମିଲ, ନା (ବି)ଦ୍ରୋହ

  ନା ଆସ୍ଥା, ନା ସନ୍ଦେହ

ନା ତ୍ୟାଗ, ନା ସଂଗ୍ରହ

  ନା ପର, ନା ଆତ୍ମୀୟ |


ନା ଦେହ, ନା ବିଦେହ

   ନା କ୍ଷୟ, ନା ଅକ୍ଷୟ

ନା ଭୟ, ନା ଅଭୟ

   ନା ତୃପ୍ତି, ନା ସଂଶୟ |


ନା ସଞ୍ଚୟ, ନା ଅପଚୟ

   ନା ହାୟ, ନା ସହାୟ

ନା ସମୟ, ନା ଅସମୟ

   ନା ଆଦାୟ, ନା ଦାୟ |


ନା' ନା'ର ନାରାବାଜି ହାୟ,

ନା' ନା'ରେ ଏ ଜୀବନମୟ,

ନା' ନା'ରେ ଆମେ ଖୋଜୁଛୁ ନ୍ୟାୟ,

ନା ୧୨ଶ ବଢେଇର ଦାୟ,

ନା ଧର୍ମପଦର ଦାୟ ? 

  


Rate this content
Log in