ମୂଲ୍ୟ ହୀନ ମୂଲ
ମୂଲ୍ୟ ହୀନ ମୂଲ
1 min
23.1K
କିଏ ବୁଝେ ତାର ମୂଲ୍ୟ
ଯାର ପ୍ରତିରକ୍ତ ବିନ୍ଦୁରେ
ଠିଆ ହୁଏ ବିଶାଳ ସୌଧ
ଅନେକ କଷ୍ଟ ଯନ୍ତ୍ରଣା
ଭୋକ ଉପାସରେ ।
କର୍ତ୍ତବ୍ଯରେ ବନ୍ଧା
କିଏ ବା ଅନୁଭବ କରିପାରେ
ଚକମକ ସହର
ମନ୍ଦିର ପ୍ରାଚୀର ଦୁର୍ଗ
ସବୁରେ ପଛ ନ୍ତ ହାତର
ସ୍ଵର୍ଣ୍ଣିମ ସ୍ପର୍ଶ ।
ଯାର ସ୍ଵେଦର
ଅମୂଲ୍ୟ ମୂଲ୍ୟ
ମୂଲ ଚାଲ ହୁଏ
ଟଙ୍କେ ଆଉ ଦି ଟଙ୍କାରେ l
