PRABHAS KUMAR MOHAPATRA
Others
ଜୀବନର ପଥେ ଧରିଥା ମୂଳକୁ
ପାରିବେନି କେ ହଲେଇ,
ଭାଙ୍ଗି ଦେବେ ପଛେ ଶାଖା ପତ୍ର ଯେତେ
ନ ପାରିବେ ଉପୁଡ଼ାଇ,
ବୀଜକୁ ହାତରେ ଧରି ଥିବୁ ଦୃଢ଼େ
ନିଶ୍ଚିନ୍ତରେ ରହିଥିବୁ,
ଦାରୁ ରୂପେ ଦିନେ ପାଇବୁ ଆସରା
ଫୁଲ ଫଳ ଭରି ଭବୁ ।
ଜୀବ ନଯିବା ଯାଏ...
ପ୍ରତିମା ପ୍ରେମ...
*ମଲେ ନାହିଁ ଆଉ...
ମୁଁ ତାକୁ ପ୍ରେ...
ପ୍ରେମ ନୁହେଁ ଦ...
ବିଦେହ ପ୍ରେମ ଅ...
ବହୁଦିନ ପରେ!
ମୃତ୍ୟୁ ମୋର କା...
ହୃଦୟେ!
ମହାମୂର୍ଖ ଟିଏ ...