STORYMIRROR

Sanjya Tripathy

Others

2  

Sanjya Tripathy

Others

ମୁଠେ ମୁଢ଼ି, କପେ ଚା’ ଓ ଖିଲେ ପାନ

ମୁଠେ ମୁଢ଼ି, କପେ ଚା’ ଓ ଖିଲେ ପାନ

1 min
131


ସକାଳରୁ ସଂଧ୍ୟା

ବୁହାଇଲେ ସୈଦ ଓ ଶୋଣିତ

ପାଇଲେନି ମୁ ମୁଢ଼ି ।

ଅନାବଶ୍ୟକ ପରାମର୍ଶ ଦେଲେ ସେ

ପ୍ରସ୍ତାବିତ ଅଟକଳ ବଢ଼ିଲା ଦଶଗୁଣ

ସମ୍ମିଳନୀ କକ୍ଷରେ ଚା’ କପୁର ଝଡ ।

ନିଶାଦ୍ଧର ଆଗନ୍ତୁକ ସେମାନେ

ଅସହାୟତାର ଖରିଦାର

ପାଟିରେ ସେମାନଙ୍କ ଖିଲେ ପାନ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍