Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Others

3  

Pinku Ranbida

Others

ମୁନୁଷ ଜୀବନ ପାଏନ୍ ଫୁଟକା

ମୁନୁଷ ଜୀବନ ପାଏନ୍ ଫୁଟକା

1 min
221


ଜୀବନ୍ ଗୁଟେ ପାଏନ୍ ଫୁଟକା 

ଆଏଜ୍ କେ ଅଛେ କାଏଲ୍ କେ ନାଇଁ, 

କାଏଁ ହେଲା ଯେ ଭାଉଁ ମାରୁଛୁ

ପଏସା ପତର୍ ଟିକେ ପାଇଁ ।


ପଏସା ପତର୍ କାମ୍ ନାଇଁ ଦିଏ 

ମରନ୍ ପାକ୍'କେ ଆଏଲେ ଧାଇଁ, 

ପାଏନ୍ ଫୁଟକା ଲେଖେ ଫୁଟକି ଜିବୁ

ଯେତେ ପଏସା ପତର୍ ଥିଲେ ତାହିଁ ।


ମରନ୍ ହି ତ ସତ୍ ଆଏ

ଦୁନିଆଁ ଥି ବାକି ସବୁ ମିଛ୍, 

ମରନ୍ ଆଏଲେ ପଏସା ପତର୍

ହେଇଯିବା ସବୁ ହିନ୍ ।


ପାଏନ୍ ଫୁଟକା ଛନକେ ଯାଏସି ଫୁଟି

ମରନ୍ ଭିତ୍ ଛନ୍ କେ ଜୀବନ୍ ନେସି ଲୁଟି, 

ତାଲ୍ ତାଲ୍ ପାଏନ୍ ଥିଲେ କାଏ କରବୁ

ପାଏନ୍ ଫୁଟକା ଛନ୍ କେ ଯାଏସି ଫୁଟି ।


ପାଏନ୍ ଫୁଟକା ମୁନୁଷ୍ ଜୀବନ୍

 ଦୁହେ ହତ୍ ତ ସମାନ୍, 

ଦୁରୁ ଦିଶୁଥିସି ବହୁତ୍ ସୁନ୍ଦର୍

 ହେଲେ ଛନ୍ କେ ହେଇ ଯାଏସି ଅସମାନ।


ମୁନୁଷ୍ ଜୀବନ୍ ପାଇଛୁ ଯଦି

ନାଇ କରବୁ ଘମଣ୍ତ, 

ପାଏନ୍ ଫୁଟକା ଲେଖେ ଫୁଟ୍ କି ଜିବୁ

ଛନ୍ କେ ପଲେଇ ଯିବା ତୋର୍ ଜୀବନ୍ ।


Rate this content
Log in