STORYMIRROR

Jagabandhu Sahu

Others

3  

Jagabandhu Sahu

Others

ମୁଁଁ ତୁମର ଶିବ ତୁମେ ପାରବତି

ମୁଁଁ ତୁମର ଶିବ ତୁମେ ପାରବତି

1 min
163

ମୁଁ ତୁମର ଶିବ ତୁମେ ପାରବତି

    ହୃଦୟ ମୋ କୈଳାସ

ବସା ବାନ୍ଧି ଥାଅ ସଦା ହୃଦୟରେ

    ପିଆଇ ପ୍ରେମର ରସ


ବାଇକିଟା ମୋର ବୃଷଭ ସମାନ 

   ସେଥିରେ ଯିବା ଗୋ ବସି

ସାରା ତ୍ରିଭୁବନ ବୁଲେଇ ଆଣିବି

    ଦେଇ ଯେ ସରଗ ଖୁସି


ଶିବଗଣ ହେବେ ସାଙ୍ଗ ସାଥୀ ଆମ

    ଯିବେ ଯେ ବରଯାତ୍ରୀ

ଶିବ ପାରବତି ମହା ମିଳନରେ

    ସୁଖରେ ପାହିବ ରାତ୍ରି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍