ମୁଁ...
ମୁଁ...

1 min

33
ମୁଁ ଘୃଣିତ
ତମ ପାଇଁ..
ସେଇଥିପାଇଁ ତ ଖୋଜି ଚାଲିଛି
ସେକାଳରୁ ଏ କାଳ ଯାଏ
ପୁରିଲା ଠୁ ସରିଲା ଯାଏ
କଲା ଠୁ ମଲା ଯାଏ
ମୁଁ ବୀରର _ତୀରର
ଫୁଲ ର_ମଲ୍ଲ ର
ଖଣ୍ଡାର_ଝଣ୍ଡାର
ଛାତି ର ଆଉ ଛୁଟି ର ବି l
କିନ୍ତୁ ହାୟ ଶୂନ୍ୟରୁ ପ୍ରତି ଧ୍ୱନି ଶୁଭେ
ମୁଁ ଅବ୍ୟକ୍ତ ଅସମାହିତ
କ୍ଷୟ ଶିଳ କ୍ଷିତିର ପ୍ରତୀକ ମାତ୍ର
ମୋ ଦେହେ ଚିହ୍ନିତ ସୃଷ୍ଟିର ଇଙ୍ଗିତ
ସତ୍ୟ ଚିରନ୍ତନ ସତ୍ୟ ।