Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nayak Akshaya raazhasti

Others

3  

Nayak Akshaya raazhasti

Others

ମୁଁ...

ମୁଁ...

1 min
25


ମୁଁ ଘୃଣିତ

ତମ ପାଇଁ..

ସେଇଥିପାଇଁ ତ ଖୋଜି ଚାଲିଛି

ସେକାଳରୁ ଏ କାଳ ଯାଏ

ପୁରିଲା ଠୁ ସରିଲା ଯାଏ

କଲା ଠୁ ମଲା ଯାଏ

ମୁଁ ବୀରର _ତୀରର

ଫୁଲ ର_ମଲ୍ଲ ର

ଖଣ୍ଡାର_ଝଣ୍ଡାର

ଛାତି ର ଆଉ ଛୁଟି ର ବି l

କିନ୍ତୁ ହାୟ ଶୂନ୍ୟରୁ ପ୍ରତି ଧ୍ୱନି ଶୁଭେ

ମୁଁ ଅବ୍ୟକ୍ତ ଅସମାହିତ

କ୍ଷୟ ଶିଳ କ୍ଷିତିର ପ୍ରତୀକ ମାତ୍ର

ମୋ ଦେହେ ଚିହ୍ନିତ ସୃଷ୍ଟିର ଇଙ୍ଗିତ

ସତ୍ୟ ଚିରନ୍ତନ ସତ୍ୟ ।



Rate this content
Log in