Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Md Hanif

Children Stories

3  

Md Hanif

Children Stories

ମୁଁ ସୁନା ପିଲା

ମୁଁ ସୁନା ପିଲା

1 min
176


ମୁଁ ସୁନା ପିଲା

ଖେଳ ବେଳେ ଖେଳିବି 

ପାଠ ବେଳେ ପଢ଼ିବି,


ଖୁବ ମନ ଦେଇ ପାଠ ପଢ଼ିବି

ବାପା ମା'ଙ୍କ କଥା ମାନିବି,


ବଡ଼ ହେଲେ ଭଲ ମଣିଷ ହେବି

ବାପା ମା'ଙ୍କ ନାଁ ରଖିବି

ଆହୁରି ଗାଁ ରାଇଜର ସୁନାମ ଆଣିବି,


ଅନ୍ୟ ପାଇଁ ଉଦାହରଣ ହେବି

ସମାଜ ପାଇଁ ଶ୍ରମ ମୁଁ ଦେବି,,


ସୁସ୍ଥ ସମାଜ ମୋ ହାତେ ଗଢ଼ିବି,

ମୁଁ ସୁନାପିଲା ହେବି....

ମୁଁ ସୁନାପିଲା ହେବି ....!!


Rate this content
Log in