STORYMIRROR

Apalata Aruk

Others

2  

Apalata Aruk

Others

ମୁଁ ଶାନ୍ତିର କପୋତ

ମୁଁ ଶାନ୍ତିର କପୋତ

1 min
96


ମୁଁ ଶାନ୍ତିର କପୋତ

ଗାଏ ସଦା ସୌହାର୍ଦ୍ଦ୍ୟର ଗୀତି,

ଯୁଦ୍ଧ ମୋର କାମ୍ୟ ନୁହଁ

କାମ୍ୟ ମୋର ବିଶ୍ୱରେ ସଂହତି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍