STORYMIRROR

Alhadini Panigrahi dash

Others

5.0  

Alhadini Panigrahi dash

Others

ମୁଁ ନାରୀଟିଏ କହୁଛି-୮-ଗୁହିଣ

ମୁଁ ନାରୀଟିଏ କହୁଛି-୮-ଗୁହିଣ

1 min
178


ପରିବାର ମନ୍ଥନ ରୁ ବାହାରୁ ଥିବା,

ସମସ୍ତ ବିଷକୁ ଆକଣ୍ଠ ପାନ କରି ବି..

ମୁଁ ନିଳ କଣ୍ଠ ବୋଲାଇ ପାରେନି..

ସମସ୍ତ ଙ୍କୁ ଆପଣାର କରିବା ମନସ୍କତା ରେ..

ମୋ ସ୍ବାଭିମାନ ପଳ ପଳ ଜିଅନ୍ତା ଦଗ୍ଧ ହୁଏ... ।


ସେଇ ପାଉଁଶ କୁ ଉଖାରି କିଏ ଦେଖିଛ କି..?

ମୋର ଅନ୍ତର ତଳ ମଲା ସ୍ବପ୍ନ ର କଙ୍କାଳ..

ସେଇ ସ୍ବପ୍ନ ର କବର ଉପରେ..

କର୍ତ୍ତବ୍ୟ ର ଫୁଲ ଉପହାର ଦେବା ହିଁ...

ମୋର ନିୟତି...

କାରଣ...

ମୁଁ ନାରୀ ଟିଏ.. ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍