STORYMIRROR

Sasmita Mohapatra

Others

2  

Sasmita Mohapatra

Others

"ମୁଁ" ନାରୀ

"ମୁଁ" ନାରୀ

1 min
330


ନାନୀ, ଭାଇନାଙ୍କ(ମୋ ଯାଆ,ଦେଢଶୁର)ବିବାହର ୨୫ତମ ପୂର୍ତ୍ତି ଅବସରରେ....

ଫଗୁଣ ଫଗୁରେ ଭିଜାଇ ଦେଇଛି

ପ୍ରୀତି ସୁରଭିତ ବେଳା

ଜୀବନର ତପ୍ତ ବୈଶାଖଟିରେ

ଅବାରିତ ବାରିଧାରା


ପଚିଶ"ବସନ୍ତ ବିତାଇ ଦେଇଛ

ଦାମ୍ପତ୍ୟର ଜୀବନରେ

ପୁଣି ଏ ବସନ୍ତ ପାଦଥାପି ଆସେ

ଆଲିଙ୍ଗନ ଦେବ ଥରେ


ଜୀବନ ରାସ୍ତାରେ ସୁଖଦୁଃଖ ଯେତେ

ଆସି ବି ଯାଇଛି ଚାଲି

ଅତୁଟ ବନ୍ଧନ ହସି କୋଳାଇଛି

ଜଣେ ଆନ ହାତ ଧରି


ଶ୍ରୀଜଗନ୍ନାଥଙ୍କ କରିବା ଣାର ଫୁଲ

ଏମିତି ବରଷୁଥାଉ

ଜୀବନର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍