Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Alhadini Panigrahi dash

Others Tragedy

2  

Alhadini Panigrahi dash

Others Tragedy

ମୁଁ ନାରୀ ଟିଏ କହୁଛି(୧)

ମୁଁ ନାରୀ ଟିଏ କହୁଛି(୧)

1 min
218


ଗର୍ଭ ରେ ହେଉ ବା ଜନ୍ମ ପରେ ପରେ ...

ହତ୍ୟା କରିଥାନ୍ତି ମୋତେ ..

ନୃଶଂସ ଭାବରେ ..

ଦୂନିଆଁକୁ ଦେଖିବା ପୂର୍ବରୁ .

.ମୋ ଆଖି ବୁଜି ଦିଆଯାଏ ...

କାରଣ ........

ମୁଁ ଝିଅ ଟିଏ ...l


ଯଦିବା କିଏ ମୋର ସ୍ବାଗତ ପାଇଁ ...

ବାନ୍ଧି ଦିଏ ବାତ୍ସଲ୍ୟର ଦୋଳି ଟିଏ ...

ମମତାର କୁସୁମରେ ମୋ ଜୀବନକୁ ସୁରଭିତ କରିଦିଏ ...

ତଥାପି ତ କାହିଁ ନ ଥାଏ ମୋର ପୂର୍ଣ୍ଣ ସ୍ବାଧିନତା ...

ସମସ୍ତଙ୍କ ମନରେ ବ୍ୟସ୍ତତା ...

ଝିଅର ବିବାହ ସାରି ମୁକ୍ତ ହେବା ପାଇଁ ...l

କାରଣ ...

ମୁଁ ଝିଅ ଟିଏ ..

ମୁଁ ଝିଅ ଟିଏ ..

********

ଆହ୍ଲାଦିନୀ ପାଣିଗ୍ରାହୀ ଦାଶ


Rate this content
Log in