STORYMIRROR

Alhadini Panigrahi dash

Others

5.0  

Alhadini Panigrahi dash

Others

ମୁଁ ନାରୀ ଟିଏ କହୁଛି(୧)

ମୁଁ ନାରୀ ଟିଏ କହୁଛି(୧)

1 min
399


ଗର୍ଭ ରେ ହେଉ ବା ଜନ୍ମ ପରେ ପରେ...

ହତ୍ୟା କରିଥାନ୍ତି ମୋତେ ନ୍ରୁଶଂସ ଭାବରେ..

ଦୁନିଆଁ କୁ ଦେଖିବା ପୁର୍ବରୁ..

ମୋ ଆଖି ବୁଜି ଦିଆଯାଏ...

କାରଣ......

ମୁଁ ଝିଅ ଟିଏ..ା


ଯଦିବା କିଏ ମୋର ସ୍ବାଗତ ପାଇଁ...

ବାନ୍ଧି ଦିଏ ବାତ୍ସଲ୍ୟ ର ଦୋଳି ଟିଏ..

ମମତା ର କୁସୁମ ରେ ମୋ ଜୀବନ କୁ ସୁରଭିତ କରିଦିଏ,

ତଥାପି ତ କାହିଁ....

ନ ଥାଏ ମୋର ପୂର୍ଣ୍ଣ ସ୍ବାଧିନତା...

ସମସ୍ତ ଙ୍କ ମନରେ ବ୍ୟସ୍ତତା..

ଝିଅ ର ବିବାହ ସାରି ମୁକ୍ତ ହେବା ପାଇଁ...

କାରଣ......

. ମୁଁ ଝିଅ ଟିଏ ାା

***************

ଆହ୍ଲାଦିନୀ ପାଣିଗ୍ରାହୀ ଦାଶ

********************



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍