STORYMIRROR

Subhalaxmi Das

Others

2  

Subhalaxmi Das

Others

ମୁଁ କବିତା

ମୁଁ କବିତା

1 min
1.0K


କବିର କାଳଜୟୀ ଲେଖନୀ ରଚିତା

ନିର୍ଝରିଣୀ କୁଳୁକୁଳୁ ନାଦର ଝଙ୍କାରେ ସମାହିତା

ସଂଗୀତ ମୂର୍ଚ୍ଛନାର ତାଳେ ତାଳେ ଅଳଙ୍କୃତା

ଚିରନ୍ତନ ସାରସ୍ୱତ ପ୍ରତିଭାର ପରିଭାଷାରୁ ସଂଗୃହୀତା

କାବ୍ୟିକ ଆଲୋଚନାରେ ନିରନ୍ତର ଅଭିଷିକ୍ତା

ବିରହିଣୀ ବେଦନାରେ ଜର୍ଜରିତା

କେବେ ଇନ୍ଦ୍ରଧନୁ ଦୃଶ୍ୟପଟରେ ଉତଫୁଲ୍ଲିତା

ମୁଁ ହୃଦୟର ଅନ୍ତର୍ନିହିତ ଅଭିସାରିକା, ମୁଁ କବିତା......


Rate this content
Log in