STORYMIRROR

ନାୟକ ଅକ୍ଷୟ ରାଜହସ୍ତୀ

Others

3  

ନାୟକ ଅକ୍ଷୟ ରାଜହସ୍ତୀ

Others

ମୁଁ ବଉଳ

ମୁଁ ବଉଳ

1 min
303

ମୁଁ ବଉଳ...

ନିଇତି ତଉଲ କରେ ବୟସର ଉପଯୁକ୍ତ ତାଳ ମେଳ

ପୁଣି ମୁଁ ଝରା ବଉଳ...

ଝରି ଯାଏ କି ସଞ୍ଜ କି ସକାଳ !

ମୁଁ ବଉଳ..

ପାଞ୍ଚାଳୀ ସହ ମୋ ଭାବ ସରଳ

ନତୁବା କେମିତି ପାଇ ଥାନ୍ତା ପ୍ରେମ ସତ୍ୟ ଫଳ.??

ପଞ୍ଚ ପତି ସାଥେ ପ୍ରୀତି କୌଶଳ l


ମୁଁ ବଉଳ...

କେତେ ପଢାଇ ଥାନ୍ତା ସେ ଦେହର ଭୂଗୋଳ??

ଅମ୍ବାପାଲି ବୁକେ ପିପାସା ପ୍ରବଳ

ବାସ୍ ସେତିକି

ନଶ୍ଵର ଦେହେ ଇଶ୍ୱରଙ୍କ ଫସଲ

ଇପ୍ସିତ ପୁରୁଷ ସାଥେ ହୋଇଗଲା ଖେଳ I


Rate this content
Log in