STORYMIRROR

Sameer Kanhar

Children Stories Tragedy Inspirational

3  

Sameer Kanhar

Children Stories Tragedy Inspirational

ମୁଁ ଅଲୋଡା ଫୁଲ

ମୁଁ ଅଲୋଡା ଫୁଲ

1 min
432

ମୁଁ ଅଲୋଡ଼ା ଫୁଲଟିଏ ସାଜିଅଛି ଏ

ସମଜ ଆଗରେ ମୁହଁ,    

ବାସେ ନାହିଁ ବୋଲି କେହି ପଥିକ

ମୋ ଆଡେ ଚାହାନ୍ତି ନାହିଁ ।

ନହୁଏ ପଛକେ ପୂଜା

ପାଇବାକୁ ଶ୍ମଶାନ ପାରନ୍ତ କି ଯାଇ,      

ମୋ ଅନ୍ତର କଥାକୁ କିଏବା ବୁଝିବ

ମୋ ଭାଗ୍ୟ ବଦଳେଇ ଦେଇ ।


Rate this content
Log in