STORYMIRROR

Dr Rashmita Panigrahi

Others

3  

Dr Rashmita Panigrahi

Others

ମୁକତି

ମୁକତି

1 min
11.8K

ମୁକତି 

ସବୁଥିରୁ ବଞ୍ଚିତ ହୋଇ 

ଚାଲିଯିବୁ ତୁହି ଦିନେ, 

ଆସିଥିଲୁ ଏକା ଯିବୁ ଏକlଏକା 

କିଛି ରହିବନି ମନେ l

ଜୀବନ ଯାକର ସଞ୍ଚୟ ଛାଡ଼ିବୁ 

ଭୋଗିବେ ତା  ଅନ୍ୟମାନେ, 

କର୍ମ ଏକା ତୋର ସାଥୀ ସହୋଦର 

ହେଉଥିବ ଜନ୍ମେ ଜନ୍ମେ l

ମହା ମହା ବୀର ଗଲେଣି କେକାଳୁ 

କିମ୍ପା ପାଇଁ ଏତେ ଟlଳୁ, 

ସୁଖ ଦୁଃଖ ସବୁ ସମାନ କରି ଦେ 

 ତାଙ୍କ ପାଦପଦ୍ମ ଭାଳୁ ଭାଳୁ l

ଭାରି ବଳବାନ ସମୟ ର ଗତି 

ବୁଝି କି ପାରୁନୁ ମତି, 

ବେଳ ଥାଉ ଥାଉ ଭଜି ନେ ସେ ନାମ 

ଲଭିବୁ ତୁହି ମୁକତି l 



Rate this content
Log in