Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dipti lekha Mishra

Others

3  

Dipti lekha Mishra

Others

ମୁଖାପିନ୍ଧା ବିଶ୍ବ

ମୁଖାପିନ୍ଧା ବିଶ୍ବ

1 min
11.8K


ସାରା ବିଶ୍ବକୁ ପିନ୍ଧାଇଲୁ କୋରନା

ମୁହଁରେ ବଳଦ ମୁଖା

ସଭିଙ୍କୁ ବାଧ୍ୟ କଲୁ ତୁ

ଘର ଭିତରେ ଖୋଜ ସଖା ॥


ବେକାର ହେଲେ ସର୍ବଜନ

ଲକ୍ ଡାଉନ ସଟ୍ ଡାଉନ୍ ରେ

ଖାଇବାକୁ ପାଆନ୍ତିନି ମଧ୍ୟବିତ୍ତ

ଏ ବିପତ୍ତି ଘଡି ସନ୍ଧିରେ ॥


କେମିତି ବଞ୍ଚିବେ ଏ ସାରା ବିଶ୍ବଜନ

ମୁଣ୍ତରେ ସଭିଙ୍କ ହାତ

ଖାଇବାକୁ ପିଇବାକୁ ହେବ ସଂକଟ

ରକ୍ଷା କର ଜଗନ୍ନାଥ ।


ତୁମେ ତ ଏ ନୂଆ ରୋଗ ଭିଆଇଛ

ତୁମେ ହିଁ କର ସର୍ବନାଶ

ତୁମ ଛଡା ପ୍ରଭୂ କିଏ ହେବ ସାହା

ଏ ବିପତ୍ତିକୁ କର ଶେଷ ।





Rate this content
Log in