STORYMIRROR

Arundhati Senapati

Others

3  

Arundhati Senapati

Others

ମୁଖାବରଣ ମଧ୍ୟେ ମଣିଷ ଓ ପୃଥିବୀ

ମୁଖାବରଣ ମଧ୍ୟେ ମଣିଷ ଓ ପୃଥିବୀ

1 min
11.7K

ସମଗ୍ର ବିଶ୍ବର ଜନତା ମୁଖାବରଣ ମଧ୍ୟରେ ଆବଦ୍ଧ।

ଯେଉଁ ମାନବ ଗର୍ବ, ମିଥ୍ୟା, ବଡିମା ଓ ଛଳନାର ମୁଖାଧାରୀ।


ତା' ମୁହଁରେ ଆଜି ମୁଖାବରଣ......

ସେ ଆଜି ଅଦୃଶ୍ୟ ଶତ୍ରୁ ସମ୍ମୁଖରେ ଯୁଝୁଥିବା ଯୋଦ୍ଧା ଟିଏ।


ମଣିଷ ପାଇଁ ଆଜି ଯାହା ଅଭିଶାପ

ପ୍ରକୃତି ପାଇଁ ତାହା ପ୍ରକାରାନ୍ତରେ ଆଶୀର୍ବାଦ।


ଆଜି ପୃଥିବୀ ମଧ୍ୟ ମୁଖାବରଣ ମଧ୍ୟରେ

ଶାନ୍ତିର ହସଟିଏ ହସି ସବୁ ସ୍ମୃତିର ପୁଞ୍ଜିକୁ ସାଉଁଟୁଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍