STORYMIRROR

Sushree sangita Swain

Others

3  

Sushree sangita Swain

Others

ମୁଗ୍ଧ ଦୃଷ୍ଟି

ମୁଗ୍ଧ ଦୃଷ୍ଟି

1 min
11.8K

ଆକାଶେ ଆକାଶେ ଆଜି ପାଏ ନିମନ୍ତ୍ରଣ

ପ୍ରଭାତ ନୀଳ ଗଗନ, ପ୍ରଭାତୀ ସୁହାଗ ତାରା

ପଠାଇଛି ନମ୍ର ନିମନ୍ତ୍ରଣ

କୋରୋନା ସାଥେ କରିବାକୁ ଯୁଦ୍ଧ

ସତତ ପ୍ରସ୍ତୁତ

ଅବନୀ, ଅନଳ, ଅନିଲ ଅମ୍ବର ସାଥେ

ଭାଙ୍ଗି କ୍ଷୁଧା, ଭାଙ୍ଗି ତୃଷ୍ଣା

ଭେଦି ଏ ଘନ ଅନ୍ଧକାର

ଜନ୍ମ ମରଣର ଡୋରି ଥିବ ଆଉ କାହା ହାତେ

ଆସ ମାନବ, ଆସ ଦେବତା

ସୃଜିବା ଏଜ ନୂତନ ସୃଷ୍ଟି

ସଂସାରେ ଆଜି ପାଇଛି ମୁଁ ଯେ

ବନ୍ଧନହୀନ ଅଚିନ୍ତ୍ୟ ମୁଗ୍ଧ ଦୃଷ୍ଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍