STORYMIRROR

Srinibas Mahalik

Others

2  

Srinibas Mahalik

Others

ମୁଦ୍ରା

ମୁଦ୍ରା

1 min
13.2K


ଆମ ଭାରତୀୟ ମୁଦ୍ରାରେ କେବଳ

କାହିଁକି ମହାତ୍ମା ଗାନ୍ଧି

ଅନ୍ୟମାନଙ୍କର ଫଟୋ କାହିଁ ନାହିଁ

କେଉଁଭଳି ଏହି ସନ୍ଧି !!

ଡଲରରେ କିଭଳି କ୍ଲିଣ୍ଟନ ଲିଂକନ

ଅଛି ଅନେକଙ୍କ ଫଟୋ

ରୁପିରେ ସେଭଳି କାହିଁକି ହେବନି

ମତ ଦିଅ ଗଭର୍ମେଣ୍ଟ ।।

ଯଦିଓ ଆମର କଏନରେ ଅଛି

କିଛି କିଛିଙ୍କର ଛବି

ନୋଟରେ ସେଭଳି ରହିଲେ କେମିତି

ହେବ କୁହ ଟିକେ ଭାବି ।।

ଆମ ଏ ଭାରତ ପ୍ରତି ଯା'ର ଅଛି

ଅତୁଳନୀୟ ଅବଦାନ

ସେଭଳି ମହାନ ବ୍ୟକ୍ତିଙ୍କର ଫଟୋ

ପାଉ ନୋଅଟରେ ସ୍ଥାନ ।।

@ବିଜୟନଗର, ଗଣିଆ, ନୟାଗଡ଼


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍