STORYMIRROR

Pinku Ranbida

Others

3  

Pinku Ranbida

Others

ମୁବାଇଲ୍ ହେଲା ମନା

ମୁବାଇଲ୍ ହେଲା ମନା

1 min
217

ମୋର୍ ସୁନାକେ ମୁବାଇଲ୍ ହେଲା ମନା

ନାଇ କରିପାରେ ଆରୁ ବାହାନା

କେନ୍ତା ତାର୍ ସାଙ୍ଗେ କଥା ହେମି

ଆଇ,ଲଭ୍,ୟୁ ମେସଜ୍ ତାକାକେ ପଠାମି ।।


କରୋନା ବେମାର୍ ଆଏଲା ଦିନୁ

କଲେଜ୍ ବନ୍ଦ୍ ହେଇଗଲା ସେଦିନୁ

ତାର୍,ମାଁ,ବୁଆ ମୁବାଇଲ୍ ନେଇଗଲେ

ମୁବାଇଲ୍ ଧରି କାଏ କରବୁ କହେଲେ ।।


ତାର୍ ପାଖେ'ଭି କିଛି ଉପାଏ ନାଇ

କିଛି ବାହାନା କରିପାରେ ନାଇ

କଲେଜ୍ ଆସୁଥିଲା ଯେ ମୁବାଇଲ୍ ଆନୁଥିଲା

ମୋର୍ କେତେ କାମ୍ ଅଛେ କହୁଥିଲା ।।


ଏଛନ୍ ସମ୍'କର୍ ପାଖେ ପାଖେ ଅଛେ

ଫୁନ୍ କି ମେସନ୍ ନାଇ କରବ୍ ମତେ କହିଛେ

ନାଇହେଲେ ଆରୁ କେଭେ ମୁବାଇଲ୍ ନାଇ ଦିଅତ୍

ମତେ ଆରୁ କେଭେ କଜେଲ୍ ନାଇ ପଠତ୍ ।।


ଗୁଟେ ବଲିକରି ମୋର୍ ଗେଲେଇ ସୁନା

ତାର୍'ଲାଗି ହେଇଗଲିନ ତନାତନା

ମଜବୁରୀକେ ଜାନି ପାରୁଛେ ମୁଇଁ

କେତେ ମନେ ପକଉଥିବା ମତେ ତାହିଁ ।।


ମୋର୍ ସୁନା'କେ ମୁବାଇଲ୍ ହେଲା ମନା

ତାର୍'ବିନେ ଲାଗୁଛେ ଛିନାଛିନା

କାଏ କର୍'ମି, କିଛି କରି ନାଇପାରେ

ତାହାକେ ଟିକେ ଫୁନ୍'ଟେ କରି ନାଇପାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍