STORYMIRROR

Bishnupriya Palatasingh

Others

3  

Bishnupriya Palatasingh

Others

ମଶାଣୀ

ମଶାଣୀ

1 min
317

ହେ ମଣିଷ !

ଦେଖିଆସ ଥରେ ମୋ ବକ୍ଷ ଉପରେ

କେତେ ଅହଂକାର ଜଳିଛି

ଧନୀ କି ଗରିବ ମୁଁ ଦେଖେ ନାହିଁ

ସଭିଙ୍କୁ ପାଉଁଶ କରିଛି

କେତେ କେତେ ଗର୍ବୀ, ଲୋଭି, କପଟୀ

ମୋ ଦେହେ କରିଛି ଲିନ୍ନ

ତଥାପି କାହିଁକି ବୁଝୁନାହୁଁ ଆରେ ମଣିଷ !

କୁକର୍ମେ ଲିପ୍ତ ତୋ ମନ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍