STORYMIRROR

sumita behera

Others

2  

sumita behera

Others

ମରୁଭୂମି

ମରୁଭୂମି

1 min
165


ଜୀବନ ସାହାରା 

ମରୁଭୂମିର ମୋ

ତୁମେ ପ୍ରଭୁ ମରୁଝର,

ବିଶ୍ୱାସ ଭରସା 

ତୁମ ନାମେ ସବୁ

ତୃଷିତ ଆତ୍ମାର ଝର।

ତୁମ ବିନା ଆଉ

ଜାଣେନା କାହାକୁ

ସବୁଠୁ ତୁମେ ନିଜର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from sumita behera

ଧରା

ଧରା

1 min ପଢ଼ନ୍ତୁ

ମନ ରେ

ମନ ରେ

1 min ପଢ଼ନ୍ତୁ

ଆସ ନା

ଆସ ନା

1 min ପଢ଼ନ୍ତୁ

ସପନ

ସପନ

1 min ପଢ଼ନ୍ତୁ