STORYMIRROR

Sunanda Mohanty

Others

3  

Sunanda Mohanty

Others

ମରୁଭୂମି

ମରୁଭୂମି

1 min
185

ଧୁ ଧୁ ବାଲି ଆଉ ନିଃସଙ୍ଗତା ଖାଲି 

ଓ଼ଏସିସ ସନ୍ଧାନରେ ମରୁଝର କାହିଁ ବୋଲି 

ମରୁଭୂମିର ନିର୍ଯ୍ୟାସ ଖାଲି 

ଜୀବନରେ ଆସିଥାଏ ନିଶ୍ଚୟ ବୋଲି 

ମରୁଭୂମି ସତରେ ସହଚର ସାୟାହ୍ନରେ ଖାଲି 

ସତରେ ଯଦି ଦେଖିନାହିଁ ଆଖି ଖୋଲି 

ମନ ମୁନ ଚୈତନ୍ୟ ଯିବ ଖୋଲି 

ଶର ଶଯ୍ୟାରେ ପଡ଼ିଥିବା ପିତାମହ 

ପିଡାରେ ଭାଗୀଦାର କେହି ନଥିଲା ପରି 

ଜୀବନର ଶରଶଯ୍ୟାରେ କେବଳ ମରୁବାଲି 

ତା ସନ୍ଧାନରେ ଯିବାକୁ ଶେଷକୁ ଚାଲି ଚାଲି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍