Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kumarlal Rana

Others

3.8  

Kumarlal Rana

Others

ମରୁଭୂମି

ମରୁଭୂମି

1 min
146


ଗଛ ଲତା କଟା   ହେବାରୁ   ବନଜ

     ସମ୍ବଳ    ହୁଅଇ ଉଣା 

ଦିନୁ ଦିନୁ କମେ      ଗଛ ଯେ ଭୂମିରେ 

      ମରୁଭୂମି   ହୁଏ ଗଣା ।

ନ ଦିଶଇ ବୃକ୍ଷ       ଲତା ଜଙ୍ଗଳରେ

      ନ ଦିଶେ ରଙ୍ଗ ସବୁଜ ।

କାହିଁ ବଡ଼ ବୃକ୍ଷ     ପାଇବା  ବଣରେ

      ଲତା ବୃକ୍ଷ   ଶୂନ୍ୟ ସଜ ।

ନ ଦିଶଇ ଲତା ନ ଦିଶଇ ବୃକ୍ଷ

      ନମିଳେ   ପଶୁଙ୍କ ଭେଟ ।

ନ ଉଡ଼େ ବିହଙ୍ଗ       ସଦା ଶୁନ୍ୟ ଦିଶେ

      ନମିଲେ ବାଉଁଶ କାଠ ।

ନ ମିଲେ ବାଉଁଶ    ନ ମିଲେ ପତର

     ଜଙ୍ଗଲ ଲଭିଲା ପଦା ।

 ପକ୍ଷୀଙ୍କ ଚିତ୍କାର କାନ୍ଦଣା ନ ମିଲେ

      ଲଣ୍ଡା ହେଲା ବନ ସଦା ।

ଗଛ ଲତା ଥୁଣ୍ଟା    ବୃକ୍ଷ ହୁଏ କଟା

       ନ ହୁଏ ଚାଷ ସବଳ ।

 ମରୁ  ଭୂମି ରୂପେ    ପରିଣତ ହେଲା

     ପାଦରେ ଚାଷ ସମ୍ବଳ


Rate this content
Log in