Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Susil Pani

Others

2  

Susil Pani

Others

ମୃତ୍ୟୁ

ମୃତ୍ୟୁ

1 min
346


 

ଦୁଇ ଦିନ ପାଇଁ ମର୍ତ୍ତ୍ୟରେ କୁଣିଆ ।

   ସେଥିପାଇଁ ତତେ ନିଅଣ୍ଟ ଦୁନିଆଁ ।।

ଦିନେ ଆସିଅଛୁ ଦିନେ ତୁ ଯିବୁ ।

    ଗଲାବେଳେ ସାଥେ କଣ ନେବୁ ।।

ମୃତ୍ୟୁ ଏକା ସତ ସବୁଟି ମିଛ ।

    ଜଗନ୍ନାଥ ନାମ ମନରେ ଭଜ ।।

କ୍ଷମତା ଯୌବନ ଧନ ସମ୍ପତ୍ତି ।

      ଅଟେ ପରା କ୍ଷଣସ୍ଥାୟୀ ।।

ଏକୁ ଏକ ବଳିଆର ଅଟେ ଜୀବନରେ ।

  ତାଙ୍କୁ ନେଇ ଗର୍ବ କରିବା ଯେ ନାହିଁ ।।

କ୍ଷଣଭଙ୍ଗୁର ଏ ମନୁଷ୍ୟ ଜୀବନ ।

     କେତେବେଳେ ଯିବ ଚାଲି ।।

ମୁଁ ମୋର କହି କେତେ ଅରଜିଛ ଧନ ସମ୍ପତ୍ତି ।

  ପାରୁନ କି ତାକୁ ଶେଷ ସମୟରେ ଭୁଲି ।।

ଏହିପରା ଅଟେ ନିୟତ୍ତି ନିୟମ ।

      ଜନ୍ମ ମୃତ୍ୟୁର ଖେଳ ।।

 ସମୟ ସରିଗଲେ କିଏ ଏ ଭବେ ରହି ନାହାନ୍ତି ।

  ସ୍ୱୟଂ ବ୍ରହ୍ମାଣ୍ଡ କର୍ତ୍ତା ନିଅନ୍ତି ଯେ ଅବତାର ।।



Rate this content
Log in