ମୃତ୍ୟୁ ପରେ
ମୃତ୍ୟୁ ପରେ
ମାନବର ସଂସ୍କାର,ବିହୀର ବିଚାର,
କାମନା,ବାସନା,ନିଶ୍ୱର ଆସର
ମନୁଷ୍ୟlତ୍ମା,ପୁନ୍ୟ ହୃଦୟର,
ମନୁଷ୍ୟ ଯୋନିରେ,ବିଭିନ୍ନ ବିଚାର ।
ପୂର୍ବବତ କର୍ମଫଳ ପାଇ,ପୁନର୍ଜନ୍ମେ,
ପୂର୍ବବତ୍ତ ପାଇଥାଏ,ପୁନଶ୍ଚ ଶରୀର
ନିଜସ୍ୱ ଶରୀରେ,ନିଜେ ,ଅନିଶ୍ଚିତ ପ୍ରାଣେ,
ଦେହ ତ୍ୟାଗ ଫଳେ,ଫଳେ ନୂତନ ଶରୀର ।
ପୁର୍ନଭର୍ତ୍ତି ହୁଏ ,କାମନା ବାସନା
ତେଣୁ ଆତ୍ମା ଓ ଶରୀର,ମିଳିତ , ଜଡ଼ିତ ମୃତ୍ୟୁ ପରେ
ମାନବର ସଂସ୍କାର,ବିହୀର ବିଚାର,
କାମନା,ବାସନା,ନିଶ୍ୱର ଆସର
ମନୁଷ୍ୟlତ୍ମା,ପୁନ୍ୟ ହୃଦୟର,
ମନୁଷ୍ୟ ଯୋନିରେ,ବିଭିନ୍ନ ବିଚାର ।
ପୂର୍ବବତ କର୍ମଫଳ ପାଇ,ପୁନର୍ଜନମେ,
ପୂର୍ବବତ୍ତ ପାଇଥାଏ,ପୁନଶ୍ଚ ଶରୀର
ନିଜସ୍ୱ ଶରୀରେ,ନିଜେ ,ଅନିଶ୍ଚିତ ପ୍ରାଣେ,
ଦେହ ତ୍ୟାଗ ଫଳେ,ଫଳେ ନୂତନ ଶରୀର ।
ପୁର୍ନଭର୍ତ୍ତି ହୁଏ ,କାମନା ବାସନା
ତେଣୁ ଆତ୍ମା ଓ ଶରୀର,ମିଳିତ , ଜଡ଼ିତ
ପୂର୍ବ ଫଳେ ନାହିଁ ଆସ୍ବାଶନା ।
ସଂସ୍କାରର ଫଳ ସ୍ବରୂପରେ
ବିହୀ ଦିଏ ନାହିଁ ସିନା,ପଶୁର ଶରୀର
ପଶୁତ୍ୱର ଆଚରଣ,କରାଇ ଚାଳିତ
ମନ୍ଦବୁଦ୍ଧି ଦିଏ ବାରମ ବାର ।
ସ୍ଵଭାବରେ
ପଶୁ ସମମତି
ବୃତ୍ତି,କର୍ମ,ସଂସ୍କାର,ଆଚାର
ପରିବର୍ତ୍ତ ନାହିଁ ଆଚରଣ
ପଶୁବତ ,
କରେ ତା ବେଭାର
ପୂର୍ବ ଫଳେ ନାହିଁ ଆସ୍ବାଶନା ।
ସଂସ୍କାରର ଫଳ ସ୍ବରୂପରେ
ବିହୀ ଦିଏ ନାହିଁ ସିନା,ପଶୁର ଶରୀର
ପଶୁତ୍ୱର ଆଚରଣ,କରାଇ ଚାଳିତ
ମନ୍ଦବୁଦ୍ଧି ଦିଏ ବାରମ ବାର ।
ସ୍ଵଭାବରେ
ପଶୁ ସମମତି
ବୃତ୍ତି,କର୍ମ,ସଂସ୍କାର,ଆଚାର
ପରିବର୍ତ୍ତ ନାହିଁ ଆଚରଣ,
ପଶୁବତ ,
କରେ ତା ବେଭାର ।
