ମୃଛ କଟିକା ! ମାଟିର ଖେଳନା,
ମୃଛ କଟିକା ! ମାଟିର ଖେଳନା,
ମୃଛ କଟିକା ! ମାଟିର ଖେଳନା,
ରାସ୍ତା ପଡିଛି ଲମ୍ବା, ଚାଲିବାର ଅଛି, ନିଜ ଚାଲି ନିଜେ ଏକାକି , ସାଥି ଟିଏ ମିଳି ଯାଇପାରେ, ଜରିଆ ଅବକାଶ ବିନୋଦନ କିନ୍ତୁ, ରାସ୍ତା କଡ଼ରେ ଥିବା ମାଇଲଖୁଣ୍ଟରେ ଲେଖିବାକୁ ଅଛି, ଦିନ,ମାସ,ସମୟ, ଆଉ ବିଷୟ ବର୍ତ୍ତମାନ, ସକାଳ, ସନ୍ଧ୍ୟା ଓ ରାତ୍ର ଅଘଟଣ ଘଟଣାବଳୀ, ପରିଚିତ ଓ ଅପରିଚିତଙ୍କ ସମାହାର, ସବୁଦିନ ପାଇଁ, ଚାଲିବା ଏକ ପ୍ରହସନ, ଯେଉଁଠି ବନ୍ଦ, ସେଠି ଇତି , ରହିଯିବ ଖାଲି ଗତକାଲି, ମାଟିର ଖେଳନା ମାଟିରେ ଯିବ ମିଶି ସମୟର କାଳ ଗର୍ଭରେ ହଜିଯିବେ, ସବୁ କ୍ଲିଓପଟ୍ତରା, ସବୁ ଜୁଲିଏସ ସିଜର, ବସନ୍ତସେନା ଓ ଚାରୁଦତ୍ତ , ମୃଛ କଟିକା ।
ରାମ ପ୍ରସାଦ ବିଶୋଇ (କାଶ୍ୟପ) ରାୟଗଡ଼ା । ତା-୨୫-୦୫-୧୬ ସକାଳ-୦୮-୧୯ ମି, ରାୟଗଡ଼ା ।