Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pinku Ranbida

Others

3  

Pinku Ranbida

Others

ମୋର୍ ଚେହେରା ଦେଖ୍'ବୁ

ମୋର୍ ଚେହେରା ଦେଖ୍'ବୁ

1 min
243


ବିଷ୍ ଖାଇଦେମି ଲେଖେ ଲାଗୁଛେ

ସୋର୍ କର୍'ଲେ ଘାଏ ତତେ,

ଫେର୍ ଘାଏ,ଘାଏ ଭାବ୍'ସି ମନେ

କାଏଜେ ମର୍'ମି ତୋର୍ ଲାଗି ସତେ ।


ତୁଇଁ ମତେ ଯେନ୍ତା କରିଛୁ

ମୁଇଁ ଭି ତତେ ହେନ୍ତା କର୍'ମି,

ରାଏତ୍ ସାରା ତତେ ସୁଇ ନାଇଁ ଦିଏ

ଝୁମୁରା କେ ତୋର୍ ଭଙ୍ଗାମି ।


ତଡ୍'ପେ ତଡ୍'ପେ ତତେ ମାର୍'ମି

ଯେନ୍ତା ତଡ୍'ପେଇ ଛୁ ମତେ,

ହେତେବେଲେ ସିନା ଯାନିପାର୍'ବୁ

କେନ୍ତା ଲାଗ୍'ବା ଯେ ତତେ ।


ଭଲ୍ ପାଇକରି ଦଗା ଦେଲେ

ମନ୍ କେନ୍'ତା କାନ୍ଦ୍'ସି, 

ଭାତ୍,ପଖାଲ୍ ଭି ନାଇଁ ରୁଚେ

ହେତେ ଯୋର୍ ବାଧୁଥିସି । 


ଯେତେବେଲେ ତତେ ବାଧ୍'ବା

ହେତେବେଲେ ସିନା ଜାନି ପାର୍'ବୁ,

ମତେ ଯେନ୍ତା ଦୁଃଖ୍ ଦେଉଛୁ

ତୁଇଁ ଭି ଦିନେ ହେନ୍ତା ପାଏବୁ ।


ମାଫ୍ କରିଦିଅ ମୋର୍ ଭୁଲ୍ ହେଇଗଲା

ହେତେବେଲେ ନାଇଁ କହେବୁ ,

ଯେନ୍ ବାଟେ ଭି ଚାଲିଗଲେ ତୁଇଁ

ମୋର୍ ଚେହେରାକେ ଦେଖ୍'ବୁ ।



Rate this content
Log in