STORYMIRROR

ପ୍ରିୟଦର୍ଶିନୀ ମହାନ୍ତି

Others

4  

ପ୍ରିୟଦର୍ଶିନୀ ମହାନ୍ତି

Others

ମୋକ୍ଷ

ମୋକ୍ଷ

1 min
445

ମୋକ୍ଷ ମତେ ଲୋଡ଼ା ନାହିଁ

ଶତ ବାର ଦେହ ଧରି ଫେରିବି,

ଏ ଧରା ଧାମକୁ,

କେବଳ ତୁମରି ପାଇଁ।


ତୁମ ଶଙ୍ଖା ସିନ୍ଦୁରର ମୋହ

ତା'ଆଗେ ତୁଚ୍ଛ ଅନ୍ୟ ସବୁ ଦ୍ରବ୍ୟ,

ତୁମେ ମୋର ପରିଚୟ,

କେମିତି ଛାଡ଼ିବି କୁହ।



Rate this content
Log in