STORYMIRROR

Ansuman Swain

Others

3  

Ansuman Swain

Others

ମୋ ଠିକଣା

ମୋ ଠିକଣା

1 min
30


 ନାମଟି ମୋହର ଅଂଶୁମାନ ସ୍ୱାଇଁ

   ଗ୍ରାମ ମୋର ସରମଙ୍ଗା 

ସଡଙ୍ଗ ପଞ୍ଚାୟତ ହାଟଡି ବ୍ଲକରେ

        ହସି ଉଠେ ଆମରି ଗାଁ 

କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା 

      ଅଟେ ବହୁତ ସୁନ୍ଦର 

ଭାୟା ମଞ୍ଜୁରୋଡ଼ ନିର୍ଵାଚନ ମଣ୍ଡଳୀ 

       ଅଟଇ ଆନନ୍ଦ ପୁର ।

କର୍ମ କ୍ଷେତ୍ର ମୋର ଚେନ୍ନାଇ ସହରେ

   ହୋଇଗଲା ପାଞ୍ଚ ବର୍ଷ

ସାହିତ୍ୟକୁ ଧରି ଏହି ସମାଜରେ 

   ସାଜୁଛି ଅନେକ ବେଶ ।

ବୟସ ନୁହଁଇ ବେଶି ଆଜ୍ଞା ମୋର

      ଚାଲୁଛି ଏବେ ଛବିଶି

 ହୃଦୟଟି ମୋର ଚାହେଁ ସବୁବେଳେ  

         ସଭିଙ୍କୁ ଦିଅନ୍ତି ଖୁସି ।

ସଭିଙ୍କୁ ମୋର କୋଟି,କୋଟି ପ୍ରଣାମ 

      ପଢିବେ ମୋହରି ଲେଖା

ସେହିଥିରେ ସବୁ ଭରା ହୋଇଅଛି 

       ମୁଁ କରିଛି ସତ ବାଖ୍ୟା।


 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍