Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mr.GAGAN BIHARI NAYAK

Others

4.0  

Mr.GAGAN BIHARI NAYAK

Others

ମୋ ସଂସାର

ମୋ ସଂସାର

1 min
227


ଲକ୍ଷେ ଶ୍ରାବଣକୁ ପିଠେଇ ଦେଇଚି

ଦି' ମୁଠା ଚାଉଳ ପାଇଁ ।

ମୋ ଆଖିର ଲୁହେ ଦେଖୁଚି ପ୍ରିୟା ମୁଁ

ତୁମଠୁ ଦୂରରେ ରହି ।।


ଉଦାସ ଗୋଧୂଳୀ ମନ ତଳେ ଥିଲା

ଲାଲିମା ଭରା ମୁରୁଜ ।

ଦୁଇଟି ଆତ୍ମାର ଅସ୍ତମିତ ହୁଏ

ଅସ୍ତରାଗର ସୁରୁଜ ।।


ଶିଶୁ ଶାବକଙ୍କୁ ବଡ କରିବାକୁ

ସମୟ ସହିତ ମିଶି ।

ରଂଗ ଭରିଦେବା ଜୀବନର ଛତ୍ରେ

ଦୁନିଆଁ ବୁକୁରେ ହସି ।।



Rate this content
Log in