Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pramila Mohanty

Children Stories Inspirational

3  

Pramila Mohanty

Children Stories Inspirational

ମୋ ସହର

ମୋ ସହର

1 min
10



ମୋ ସହରର ଅପାସରା

ଅଲିଭା ଅତି ରମଣୀୟ

    ଜୟପୁର

ମହାପରି କ୍ରମି ରାଜା ଶୂରବୀର

    ବିକ୍ରଦେବ

  ଥିଲେ ନରସ୍ଯ ତାହାର

ପାର୍ଶ୍ଵର ପରିବେଷ୍ଟିତ ପରବତ

     ନାକଟିଡଙ୍ଗର

ଅଛି ତୋଟା ମେଘ ମାଳ

ଚରଣ ଧୁଏ ଜଗନ୍ନାଥ ସାଗର

ଅଛି ପୁଣି ମା ଭଗବତୀ

 ସାତ ଭଉଣୀ ମା 

ଜଗତଜନନୀ ଶୀତଳା

     ମନ୍ଦିର

ପ୍ରତକ୍ଷଦେବୀଙ୍କ ସମାବେଶ

ପାଠର ନମୁନା ଦିଏ

 ପ୍ରତିଵରଷ ମହାବିଦ୍ୟାଳୟ

   ବିକ୍ରମଦେବ

ପଢ଼ି ସେଠି ଡ଼କ୍ଟର 

  ଇଞ୍ଜିନିୟର

ଦେଖ କେଡେ ଚମତ୍କାର

ଅଛି ସାହିପରେ ସାହି

  ମାଳ ମାଳ

ଜମିଉଠେ ଗହଳି ପ୍ରବଳ

ଜୟପୁର ଦଶହରାରେ

ଜମିଉଠେ ଗୀତ ନାଚର

   ଆସର

ସବୁଠାରେ ହୁଏ

ଦେବୀଙ୍କ ଉପବିଷ୍ନ

ଦୂର ଦୂରାନ୍ତତରୁ ଆସିଥାଏ ଲାଠି

ଲାଗେ ଉଭା ହୁଅନ୍ତି ଦେବୀ

ପବିତ୍ର ସାରଦୀୟ ସମାବେଶ

ଲମ୍ବିଯାଇ ଅଛି

ଦକ୍ଷିଣ ପୂର୍ବ ରେଳପଥ

ବୁହା ହୁଏ ଲୁହାପଥର

ନିକଟରେ କୋଲାବ ପ୍ରକଳ୍ପ

ଟରବାଇନ ଘୂରି

ଆଲୋକିତ କରେ ସାରା

      ସହର

ମୋ ସହରର ସମାଚାର ।



Rate this content
Log in