Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kshyama sagar Prusty

Others

3  

Kshyama sagar Prusty

Others

ମୋ ପରିବାର

ମୋ ପରିବାର

1 min
273


ଆଦରଣୀୟ

ଷ୍ଟୋରୀ ମିରର ପରିବାର l

ବିଶ୍ୱ କବିତା ଦିବସେ

ଛୋଟ ଆଶାଟିଏ ମୋର ll

କବି ହେବା ପାଇଁ ଉଚ୍ଚ

ଆଶା ନାହିଁ ମୋର l

ମୋ ପାଖେ ଅଭାବ

ସାହିତ୍ୟିକ ଶବ୍ଦର ସମ୍ଭାର

ଏତିକି ମୋପରେ କୃପାକର ll

ମୋର ପ୍ରିୟ

ଷ୍ଟୋରୀ ମିରର ପରିବାର l

ମୁଁ ସଦା ସର୍ବଦା ରହିଥାଏ

କରିଛୋଟ ଏକ ଘର ll

ବିଶାଳ ହୃଦୟେ ତୁମର

ବିଶାଳ ହୃଦୟେ ତୁମର l



Rate this content
Log in