STORYMIRROR

Sudhanjali Mishra

Children Stories

3  

Sudhanjali Mishra

Children Stories

ମୋ ପିଲାଦିନ

ମୋ ପିଲାଦିନ

1 min
12.1K

ମୋ ପିଲା ଦିନ

ଫେରନ୍ତାକି ଆଉଥରେ ?

ମୋ ପିଲାଦିନ

ଗଛକୁ ଗଛ ଧରି ଖେଳନ୍ତି

କାଗଜ ରକେଟ୍, ଗୁଡି ଉଡାନ୍ତି

ପଡିଆ ସାରା ମନ ଖୁସିରେ

ବୁଲି କଟାନ୍ତି ଦିନ

ଫେରନ୍ତାକି ଆଉଥରେ ? (୦)


ମିଛିମିଛିକା ଖେଳନ୍ତି ମୁହିଁ

ବର ସାଥିରେ କନିଆ ହୋଇ

ଜହ୍ନରାଇଜ ପରୀ ସାଜିକା

ବିତନ୍ତା ମୋ ଯୌବନ

ଫେରନ୍ତାକି ଆଉଥରେ ? (୧)


ସପନ ଦେଶ ରାଜକୁମାର

ଗଳାରେ ପିନ୍ଧାଇ ଫୁଲହାର

ନିଅନ୍ତାବୋହୂ ବେଶରେ ମୋତେ

ଦେଖାଇ ନାନା ସପନ

ଫେରନ୍ତାକି ଆଉଥରେ ? (୨)


Rate this content
Log in