STORYMIRROR

Devipriya Das

Others

3  

Devipriya Das

Others

ମୋ ଓଡ଼ିଶା

ମୋ ଓଡ଼ିଶା

1 min
36

କେଡେ ସୁନ୍ଦର ମୋ ଓଡ଼ିଶା ରାଜ୍ୟ

ଭାରତ ଦେଶର ପୂର୍ବରେ ଅବସ୍ଥିତ।

ଓଡ଼ିଆ ହେଉଛି ଏହାର ମାତୃଭାଷା।

ମାଟି ପାଣି ପବନ ଓ ପାହାଡ ଓ

ଗଛଲତା ଓ ଜଙ୍ଗଲ ରେ ପରିପୂର୍ଣ

ମୋ ରାଜ୍ୟ ଓଡ଼ିଶା।

ଓଡ଼ିଶାର କଳା ସଂସ୍କୃତି ସଭ୍ୟତା ଓ ପରମ୍ପରା

ସାରା ବିଶ୍ବରେ ଭାରି ପରିଚିତ।

ସାଢ଼େ ଚାରି କୋଟି ଓଡିଆଙ୍କ ହୃଦୟ ରେ

ଅବସ୍ଥାନ କରେ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ।

ଓଡ଼ିଶାରେ ଜନ୍ମିତ ହୋଇ ମୁଁ 

ନିଜକୁ ଭାବେ ମୁଁ ଗର୍ବିତ।

ଉଠରେ ଉତ୍କଳ ସନ୍ତାନ ଶୋଇ ବୁ

ତୁ ଆଉ କେତେ ଦିନ

ଜାଗ୍ରତ ହୋଇ ନିଜ ଦେଶ ଓ ରାଜ୍ୟର

ବିକାଶ ପାଇଁ କିଛି ତୁ କର।



Rate this content
Log in