ମୋ ମାଟିର କୋଳଥ ବିରି
ମୋ ମାଟିର କୋଳଥ ବିରି
1 min
276
ମୋର ମାଟି ପାଇଁ ଫସଲ ଦାନା
ଉପୁଜେ ମାଟିରୁ କୋଳଥଚଣା l
ମାଟିରୁ ପ୍ରଭାବ ଡାଲି ଫସଲ l
ଚାଷ ବାସ ଆମ ଅଟଇ ମୂଳ l
ଆମ ଗାଆଁ ମାଟି ସୁନାରେ ଠୁଳ l
ଭରିଯାଉ ରୁପା ହୀରାର ମୂଳ l
କୁମ୍ଭାର ମାଟିର ଭାବନା ଭଲ l
କୁମ୍ଭ ଦୀପ ବଢ଼େ ମୂଳକୁ ମୂଳ l
ଆମ ଗାଆଁ ମାଟି ବେରନା ମାଲ l
ମାଟି ଭୋଗ କରେ ଗଢ଼ି ବାହାଲ l