STORYMIRROR

Tonish Rohidas

Children Stories Others Children

3  

Tonish Rohidas

Children Stories Others Children

ମୋ ମାଟି

ମୋ ମାଟି

1 min
178


ମୋ ମାଟି  ମୋ ଓଡ଼ିଶା

ଏ ମାଟି ରେ ଜନମ ହୋଇ

ଭାରି ଗର୍ବ କରେ।

କେତେ ସୁନ୍ଦର ରୂପ ଧରଣୀ ମାତା

କେତେ ଜୀବ ଚର କରୁଛନ୍ତି ବାସ ତା କୋଳରେ।

 ଭାରି ସୁନ୍ଦର ଲାଗେ ପ୍ରାକୃତିକ ସୌନ୍ଦର୍ଯ୍ୟ 

ଭରା ସାରା ମୋ ଓଡ଼ିଶା।

ଏଇ ମାଟି ରେ ଜନମ ହୋଇ ଛନ୍ତି କେତେ 

ବୀର ମାଟି ମା ପାଇଁ ଦେଇଛନ୍ତି ଜୀବନ କୁ 

ବଳି ଏମିତି ମୋ ଓଡ଼ିଶା।

 ଏ ମାଟି ରେ ରହିଛି କେତେ ସୁନା,ରୁପା, ହୀରା ମାଣିକ୍ୟ ପରି ।

ସବୁ ଦେଖିବାକୁ ସୁନ୍ଦର ଲାଗେ କେଭେ ପାରିବିନି ସରି ।

ପ୍ରକୃତି ରାଣୀ ର ଧରା ଏଇ ଶିଖର

ପର୍ବତ୍ୟା ରହିଛି ଛୁଇଁ ଦେଉଳ।

କୁଲୁ କୁଲୁ ଝରଣା ର ନାଦେ 

କମ୍ପନ ହୁଏ ଧରା।

ଝିଲି ମିଳି ହୋଇ ଝରୁ ଥାଏ

 ପର୍ବତ ରୁ ଜଳ ଧାରା।

କୀଟ ପାତଙ୍ଗ, ମହୁମାଛି କେତେ ଯିବ ରହିଛନ୍ତି ଆମ ଓଡିଶାରେ।

ସବୁ ତ ସୁନ୍ଦର ଆମ ଏଇ ମାଟି ର 

ଯିବ ଜଗତ ଆଲୋକିତ ମନରେ।

ପ୍ରସିଦ୍ଧ ପୁରୀ ସହର ସେଇ ପ୍ରଭୁ ଜଗନ୍ନାଥ ମନ୍ଦିର।

ସାରା ଓଡ଼ିଶାର ସେ ଏକା କାଳିଆ ଠାକୁର।

ସାରା ବିଶ୍ୱର ଯିଏ ମାଲିକ

ଏଇ ମୋ ମାଟିରେ ତାଙ୍କର ହୋଇଛି ବଡ଼ଦେଉଳ।

ଭକ୍ତଙ୍କ ମନ ବୁଝି ପାରନ୍ତି ବୋଲି

ଦୂର ଦୁରନ୍ତରୁ ଆସନ୍ତି ଭକତ ଦର୍ଶନ ଟିକେ ପାଇଁ, ବଡ଼ଦେଉଳ।

ଏଇ ମୋ ଓଡିଶା ମାଟି 

 କଲା,ସଂସ୍କୃତି ସେଇ ଓଡ଼ିଶୀ ନୃତ୍ୟ

ପରିବେଶ କୁ ଦେଖାଏ ନୂଆ ରୂପ।

ମନ ରେ ଥିଲେ ଚନ୍ଦ କପଟ ଦୂର ହୋଇ 

ଯାଏ ସବୁ ପାପ।


ଏଇ ମୋ ଓଡ଼ିଶା ମାଟି 

କେତେ କବି ସମ୍ରାଟ ଜନମି ଥିଲେ।

ନିଜ ଲେଖା କୁ ଇତିହାସ କରି ଆଜି ଆମର 

ହୋଇ ଗଲେ।

ଧନ୍ୟ ମୁଁ ଭାବେ ନିଜକୁ ଏମିତି ମାଟିରେ

 ଜନମ ହୋଇଛି।





ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍