STORYMIRROR

Sangram Moharana

Others

3  

Sangram Moharana

Others

ମୋ ମାଆ

ମୋ ମାଆ

1 min
216


ବିଂଶ ଶତାବ୍ଦୀ ର ଅପରିଚିତ ସମୟପାଦଚଲା ରାସ୍ତା ଲାଗେ ଆତଙ୍କ ଆଉ ଭୟ ଧରାପୃଷ୍ଠ ର କୋଳକୁ ଆସିବା ଆଗରୁ ଆଖି ଖୋଲି ନିଜକୁ ନିଜେ ଚିହ୍ନିବା ପୂର୍ବରୁରହିଥିଲା ଯେଉଁ ଚକ୍ରବ୍ୟୁହର ସଜ୍ଞାହଁ,ସେ ମୋ ମାଆ ଫୁଲ ଫୁଟିବା ଆଗରୁ ସମୟ ନିଏକଢ ଧରିବା ଯାଏ ସେ ଗଛ ରେ ଥାଏକେଡେ ଖୁସି ରେ ଥିଲି ମାଆ କୋଳରେ କାହିଁକି ବଡ ହେଲି ବେଳେ ବେଳେ ପଚାରେ ଉତ୍ତର ମିଳେ ନବା ପାଇଁ ତା ନାଆ ହିଁ,ସେ ମୋ ମାଆଆଜି ସେ ମାଆ ର ଦିନ ଅନ୍ତଫାଡି ଜନ୍ମ ଦେଇଥିବା ଚରିତ୍ର ର ଦିନ କୌଶଲ୍ୟା ବଡ ଶ୍ରୀ ରାମ ଙ୍କ ପାଇଁଦେବକୀ, ଯଶୋଦା ବଡ ଶ୍ରୀ କ୍ରୁଷ୍ଣଙ୍କ ପାଇଁଇଶ୍ୱରଙ୍କୁ ଦେଖିନି ସେ ସ୍ଥାନ ଯେ ପୂରଣ କରିଛି ଇଶ୍ୱରଙ୍କ ଠାରୁ ବି ବଡ ସେ ମୋ ପାଇଁ ଅନ୍ଧକାର ରେ ଯିଏ ଦେଖାଏ ରାହାସେ

ଆଉକେହି ନୁହେଁ ହଁ, ସେ ମୋ ମାଆ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍