STORYMIRROR

srikant behera

Others

3  

srikant behera

Others

ମୋ ଗେଲ୍ଲୀ ଶାଳୀ

ମୋ ଗେଲ୍ଲୀ ଶାଳୀ

1 min
208


ଫୁଲେଇ ହେଉଛି ସବୁବେଳେ ଖାଲି 

ରାଗିଗଲେ ତାର ଗାଲ ପଡେ ନାଲି 

ସମସ୍ତଙ୍କର ସେ ଗେଲ୍ଲୀ 

ହସିଲେ ଫୁଟଇ ବଗିଚାର ମଲ୍ଲୀ 

ଦୂରରେ ଥାଇ ଆଶୀର୍ବାଦ କଲି 

ସବୁ ଦୁଃଖ କଷ୍ଟ ଭୁଲି 

ସବୁ ଦୁଃଖ କଷ୍ଟ ଭୁଲି |1


ଖାଇଲେ ଶୋଇଲେ ରାହାବାଳି 

ଯେମିତି ଲାଗୁଚି ଶୁଖୁଆ ବାଲି 

ରାଜହଂସୀ ତାର ଚାଲି 

ଗେରେଗେରେ ହୁଏ ଖାଲି 

ସଜ ବାଜ ହୋଇ ବାହାରକୁ ଗଲେ 

ଓଠ କରିଦିଏ ନାଲି |2


ଗୋଟେ ବୋଲି ମୋର ଶାଳୀ 

ଡ୍ରେସ ପିନ୍ଧେ କଳା ନେଳି 

ସ୍ନୋ ପାଉଡର ହୁଏ ବୋଳି 

ଖାଏ ଲଙ୍କା ଲେମ୍ବୁ ଲୁଣ ଦଳି 

ପାଟି ଯେମିତି ବ୍ରାସ ପାର୍ଟି କାହାଳି 

ଭଗବାନଙ୍କୁ ପ୍ରାର୍ଥନା କରୁଛି 

ହସୁ ସିଏ ପରି ଭଳି 

ହସୁ ସିଏ ପରି ଭଳି |3



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍