STORYMIRROR

Bajaram Sethi

Others

3  

Bajaram Sethi

Others

ମୋ ଗାଁ

ମୋ ଗାଁ

1 min
319

" ହଳଧର ବେଣୁଧର ବେନି ଭାଇ ବୀର 

 ମିହିର ଲୁପ୍ତ ଦିଗେ ତୋଳି ନେଲେ ନଅର ।

ପୂଜା ମଣ୍ଡପେ ମଗନ ଭକତ ଆବର

ପ୍ରାଣଠୁ ବଳି ସରବେ ଆତ୍ମୀୟ ନିଜର "।।

କଅଁଳ ତପନ ମଙ୍ଗେ ବୁଢୀ ଠାକୁରାଣୀ 

ଗାଆଁର ଆନନ୍ଦମୟୀ ସୁଖ ପ୍ରଦାୟିନୀ ।

ସନ୍ତୋଷ କାରିଣୀ ମାଆ କୃପାଳୁ ଜନନୀ 

ଗାଁ ସମୁଖ ଆସନୀ ଗଣେଶ ନନ୍ଦିନୀ ।।

ମନ୍ଦିର ମାଳିନୀ ମୋ ଗାଁ ଦେବାଦେବୀ ସ୍ଥାନ,

ମୋ'ଗାଁ ପୂଜା ବିଧି ନିଆରା ଖୋଳ କୀର୍ତ୍ତନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍